ଦଶପଲ୍ଲା - ଶନିବାର ଦିନ ଦଶପଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ଏନଏସି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ
ଏନ୍ଏସି କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ଇ° ପୁନମ ପ୍ରିୟଦର୍ଶିନୀ, ସାଂସଦ ପ୍ରତିନିଧି ଅଞ୍ଜନ କୁମାର ଦାଶ, ଏନ୍ଏସି ର କର୍ମଚାରୀଙ୍କ ସମେତ ବହୁ କାଉନସିଲର ଯୋଗ ଦେଇଥିଲେ। ମହିଳା ଦିବସ ଉପରେ ଅତିଥି ମାନେ ଉଦବୋଧନ ଦେଇଥିଲେ।
(ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )
Post a Comment